ଜଉଶାଳ Jauṡāḻa
- ଦେ. ବି. (ସଂ. ଜତୁଶାଳା) — ଜଉଘର (ଦେଖ) — Jaughara (See)
- ଦେ. ବି. (ସଂ. ଜତୁଶାଳା) — (ଲକ୍ଷଣାର୍ଥ) ଯେଉଁ ଘରେ ବିଶେଷ ଗ୍ରୀଷ୍ମ ଅନୁଭୂତ ହୁଏ — (figurative) A house in which much heat is felt
- ଦେ. ବି. (ସଂ. ଜତୁଶାଳା) — (ଯଥା—ସେ ଘରଟା ଜଉଶାଳ ହୋଇଛି।)
- ଦେ. ବି. (ସଂ. ଜତୁଶାଳା) — ଚିତ୍ର ଉପରେ ଜଉର ପତଳା ସ୍ତର ବୋଳି ତହିଁ ଉପରେ ଉଷ୍ଣ ଚଟୁର ତ୍ରାସ ଦେଖାଇ ତରଳ ଜଉ ସବୁଆଡ଼େ ବ୍ୟାପିଲା ପରେ ଜଉକୁ ପୋଛି ଚିତ୍ରରେ ଝଳି ବାହାର କରିବା — Annointing a painting with a layer of lac and bringing out its sheen by applying in direct heat to it by holding a hot laddle near it