ଜଉତିଷ Jautisha

  • ଗ୍ରା. (ଇତର) ବି. (ସଂ. ଜ୍ୟୋତିଷ) — ଫଳିତ ଜ୍ୟୋତିଷଶାସ୍ତ୍ର — Astrology
  • ଗ୍ରା. (ଇତର) ବି. (ସଂ. ଜ୍ୟୋତିଷ) — ଫଳିତ ଜ୍ୟୋତିଷ ଶାସ୍ତ୍ର ଅନୁଶୀଳନ କରିବା ଜାତି ବିଶେଷ — A cast whose profession is astrology
  • ଦେ. ବିଣ — ଜ୍ୟୋତିଷଶାସ୍ତ୍ରବେତ୍ତା — Astrologer