ଜଉଗଡ଼ Jaugaṟḍ̠a

  • ଦେ.ବି. — ଗଞ୍ଜାମଜିଲା ଅନ୍ତର୍ଗତ ଗୋଚିଏ ପ୍ରାଚୀନ ଦୁର୍ଗ — Name of an ancient fort in Ganjam district
  • ଦେ.ବି. — [ଦ୍ର—ଏ ଗଡ଼ ଗଞ୍ଜାମ ଜିଲା ପୁରୁଷୋତ୍ତମଠାରୁ 3 ମାଇଲ ଦୂରରେ ଅବସ୍ଥିତ। ଏଠାରେ ଅଶୋକଙ୍କର ଶିଳାଲିପି ବିଦ୍ଯମାନ ଅଛି। — [ଦ୍ର—ଏ ଗଡ଼ ଗଞ୍ଜାମ ଜିଲା ପୁରୁଷୋତ୍ତମଠାରୁ3ମାଇଲ ଦୂରରେ ଅବସ୍ଥିତ ଏଠାରେ ଅଶୋକଙ୍କର ଶିଳାଲିପି ବିଦ୍ଯମାନ ଅଛି
  • ଦେ.ବି. — "କେବଳ ଜଉରେ ଏ ଗଡ଼ର ପାଚିରୀ ତିଆରୀ ହେଇଥିବାରୁ ନାମ ଜଉଗଡ଼ ହେଇଥିଲା। ଏହା କଳିଙ୍ଗର ରାଜଧାନୀ ଥିଲା"— କୃପାସିନ୍ଧୁ, ଇତିହାସ।]