ଛଡ଼କାନ Chhaṟḍ̠akāna

  • ଦେ. ବି. (ସଂ. ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ) — ଦୁଇ ଜଣ ଜାଣି ଥିବା କୌଣସି ଗୁପ୍ତ ବିଷୟ ତୃତୀୟ ବ୍ଯକ୍ତିର କର୍ଣ୍ଣଗୋଚର ହେବା ଅବସ୍ଥା — The state of a secret (known or con- fined heretofore to two persons reaching the ears of a third person
  • ଦେ. ବି. (ସଂ. ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ) — ଗୁପ୍ତ ବିଷୟର ପ୍ରକାଶ — The devulgence of a secret
  • ଦେ. ବି. (ସଂ. ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ) — ଛଡ଼ାକାନ ମନ୍ତ୍ର ଭେଦ। ଢ଼ଗ।
  • ଦେ. ବିଣ — ତୃତୀୟ ବ୍ଯକ୍ତି ନିକଟରେ ପ୍ରକାଶିତ ବା ତୃତୀୟ ବ୍ଯକ୍ତିଦ୍ୱାରା ଜ୍ଞାତ (ଗୁପ୍ତ ବିଷୟ) — Devulged (secret)