ଛୋଡ଼ା Chhoṟḍ̠ā
- ଦେ. ବି. (ଅଶ୍ଳୀଳ) (ତୁଳ=ସଂ. ଚୂଡ଼ା) — ହାତୀ ଘୋଡ଼ା ଭଳି ଅଣ୍ଡିରା ଜୀବର ଜନନେନ୍ଦ୍ରିୟ; ହସ୍ତୀ ଓ ଅଶ୍ୱାଦି ପୁଂଜୀବର ଜନନେନ୍ଦ୍ରିୟ — Male organ specially big ones
- ଦେ. ବି. (ଅଶ୍ଳୀଳ) (ତୁଳ=ସଂ. ଚୂଡ଼ା) — ଯେଉଁ ଲିଙ୍ଗର ଗୁଆ ଉପର ଚମଡ଼ା ନ ଥାଏ — A penis having no foreskin
- ଦେ. ବିଣ — ଯେଉଁ ଲିଙ୍ଗର ଉପର ଚମଡ଼ାକୁ ଭିତର ଆଡ଼କୁ ଟାଣି ନିଆଯାଇ ଗୁଆକୁ ବାହାର କରାଯାଇଥାଏ — (a penis) Having the foreskin drawn in
- ଦେ. ବିଣ. ପୁଂ — ନିର୍ଲ୍ଲଜ; ଭାଣ୍ଡ; ଯେ ସବୁବେଳେ ଦାନ୍ତ ଦେଖାଇ ହସୁଥାଏ; ଲେଭେଡ଼ା — Shameless; addicted to laughing loudly by grinning and loud laughter