ଛୋପରା Chhoparā
- ଦେ.ବି. — ବେଲି; କୌତୁକ — Trick; practical joke
- ଦେ.ବି. — ବାହାନା କରିବା; ଛଳ — Trickery; feigning; pretence
- ଦେ.ବି. — ଥଟ୍ଟା; ପରିହାସ — Jesting; jokes; buffonry
- ଦେ. ବିଣ. ପୁଂ — ଯେ ବେଲି କାଢ଼େ — Given to cutting jokes or making jests
- ଦେ. ବିଣ. ପୁଂ — ଯେ ବାହାନା କରେ — Pretending; feigning sickness or inability