ଛୋଇଁବା Chhoiñbā

  • ଦେ. କ୍ରି — (ସଂ. ସ୍ପୃଶ୍ ଧାତୁ; ସଂ. ଛୁପ ଧାତୁ)— ସ୍ପର୍ଶ କରିବା — To touch
  • ଦେ. କ୍ରି — (ସଂ. ଛଦ ଧାତୁ)—ଛାଆଣି କରିବା; ଘର ଛପର କରିବା — To thatch
  • ଦେ. କ୍ରି — ଛୁଇଁବାର ଣିଜନ୍ତରୂପ — Causative form of Chhuiñbā