ଛେଲ Chhela

  • ଦେ. ବି. (ସଂ. ଶଲ୍ୟ) — ଶର; ବାଣ; ଅସ୍ତ୍ରବିଶେଷ — Arrow; a weapon of offence
  • ଦେ. ବି. (ସଂ. ଶଲ୍ୟ) — ନୀକି-ବନ୍ଧ ଛେଲ ତା ମଧ୍ୟେ ପୋତାଇଲା ଆସିଲେ ବାଲ୍ୟ ରଜା ମାରିବି ଭାବିଲା। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ବି. (ସଂ. ଶଲ୍ୟ) — ବରଚ୍ଛା — Spear
  • ଦେ. ବି. (ସଂ. ଶଲ୍ୟ) — ଛେଲ ପୋତି ଫରୀ ଉପରେ ହସ୍ତ ଦେଇ। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. ବି. (ସଂ. ଶଲ୍ୟ) — (ସଂ. ଛଲ୍ଲି) ବାଉଁଶ ଇତ୍ୟାଦିଙ୍କର ପତଳା ଛୋଟ ପାତିଆ — Thin small slices or strips of bamboo