ଛେଣି Chheṇi
- ଦେ. ବି (ସଂ. ଛିଦ୍ ଧାତୁ) — ପଥର ବା ଲୁହା କାଟିବା ଉପଯୋଗି ଛୋଟ ନିହଣ; ଟାଙ୍କୀ — A small stout iron instrument for cutting stone or iron; a drill
- ଦେ. ବି (ସଂ. ଛିଦ୍ ଧାତୁ) — ଷ୍ଟାମ୍ପ୍, କୋଟ୍ଫିସ୍ ବା ଟିକଟ ଆଦିରେ ଛିଦ୍ର କରିବା ଅସ୍ତ୍ର — An instrument to perforate stamps or courtfees; a punching instrument