ଛେଚା Chhechā
- ଦେ. ବି. (ସଂ. ଛିଦ୍ ଧାତୁ) — ଛେଚିବା; ଉପର୍ଯ୍ୟୁପରି ଆଘାତ ପୂର୍ବକ ପେଷଣ ବା କୁଟ୍ଟନ — Crushing; bruising; pounding; smashing
- ଦେ. ବି. (ସଂ. ଛିଦ୍ ଧାତୁ) — (ଯଥା—ଆମ୍ବଛେଚା) ପେଷା ହୋଇଥିବା ପଦାର୍ଥ — A pounded thing
- ଦେ. ବି. (ସଂ. ଛିଦ୍ ଧାତୁ) — ମାଡ଼; ବିଶେଷ ପ୍ରହାର — A sound beating
- ଦେ. ବିଣ — (ଯଥା, ଛେଚା କତା) କୁଟା ଯାଇଥିବା; ପିଷ୍ଟ ଯାଇଥିବା — Pounded; bruised
- ଦେ. ବିଣ — (ଯଥା; ଛେଚା ବରଷା) ପ୍ରଚୁର; ଧୁମ୍କୁଟ୍ — Incessant or heavy (shower)