ଛେକ Chheka

  • ସଂ. ବିଣ. (ଛୋ ଧାତୁ= ଛେଦନ କରିବା+ କର୍ତ୍ତୃ. ଇକ; ନିପାତନ) — ପଣ୍ଡିତ; ବିଦଗ୍ଧ; ଚତୁର — Clever; shrewd; learned
  • ସଂ. ବି. (+ କର୍ମ. ଈକ) — ପାଳିତ ପଶୁପକ୍ଷୀ — Domesticated birds and beasts
  • ସଂ. ବି. (+ କର୍ମ. ଈକ) — ଅନୁପ୍ରାସବିଶେଷ — A kind of alliteration
  • ସଂ. ବି. (+ କର୍ମ. ଈକ) — ମହୁମାଛି — Bee
  • ଗ୍ରା. ବି. — ଛକି; ଦାଗ; ଯୁକ୍ତ ଚିହ୍ନ — Cross-mark
  • ଦେ. ବି. — ଥର — Time of occurence
  • ପ୍ରାଦେ. (ପୁରୀ) — ଖାଦ୍ୟାଦି ରନ୍ଧନର ଏକଥର ବା ଏକପାଗ — The aggregate of food cooked at one stretch or for one meal