ଛୁତି Chhuti

  • ଦେ. ବି. (ସଂ. ସ୍ପୃଶ ଧାତୁ) — ସ୍ପର୍ଶଜନିତ ଅପବିତ୍ରତା; ସ୍ପର୍ଶ— ସଂକ୍ରାମକତା — Contamination or impurity caused by touch
  • ଦେ. ବି. (ସଂ. ସ୍ପୃଶ ଧାତୁ) — (ଯଥା—ସେ ଛୁଆଁ ଛୁତି ନେଇ ଘରେ ପୂରାଉଛି।)
  • ଦେ. ବି. (ସଂ. ସ୍ପୃଶ ଧାତୁ) — କଳଙ୍କ; ଅପବାଦ — Stain; scandal
  • ଦେ. ବି. (ସଂ. ସ୍ପୃଶ ଧାତୁ) — ଅଳିଆ; ଆବର୍ଜନା — Refuse matter
  • ଦେ. ବି. (ସଂ. ସ୍ପୃଶ ଧାତୁ) — ଦାୟିତ୍ୱ — Responsibility
  • ଦେ. ବି. (ସଂ. ସ୍ପୃଶ ଧାତୁ) — ସଂପର୍କ — Connection
  • ଦେ. ବି. (ସଂ. ସ୍ପୃଶ ଧାତୁ) — (ଯଥା—ସେ ନିଜମୁଣ୍ଡରୁ ସବୁ ଛୁତି ଛଡ଼େଇ ଦେଇ ବସିଛନ୍ତି।)
  • ଦେ. ବି. (ସଂ. ସ୍ପୃଶ ଧାତୁ) — ଛୁଇଁବା ଯୋଗୁଁ ରୋଗୀର ଦେହରୁ ଦେହାନ୍ତରକୁ ରୋଗଜୀବର ସଂକ୍ରମଣ — Communication of the virus of a disease by contagion; contagion