ଛୁତକ Chhutaka
- ଦେ. ବି. (ସଂ. ସୂତକ) — ଛୁତିକିଆ (ଦେଖ) — Chhutikiā (See)
- ଦେ. ବି. (ସଂ. ସୂତକ) — ଛୁତ (ଦେଖ) — Chhuta (See)
- ଦେ. ବିଣ. (ସଂ. ସ୍ପୃଷ୍ଟ) — ଅଶୁଚିବ୍ଯକ୍ତିଦ୍ୱାରା ସ୍ପୃଷ୍ଟ ହେବାରୁ ଅଶୁଦ୍ଧ — Contaminated by the touch of an unclean person
- ଦେ. ବିଣ. (ସଂ. ସ୍ପୃଷ୍ଟ) — ଶୁଦ୍ଧ ଅନ୍ନ ନ ଭକ୍ଷି ଛୁତକ ଅନ୍ନମାନ, ଉପାସନା ନଇବେଦ୍ୟ ନ କରିବ ଭିନ୍ନ। ପ୍ରାଚୀ, ଶ୍ରୀ ଗୁରୁଭକ୍ତି ଗୀତା।