ଛୁଇ Chhui

  • ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଛୁହୀ; ସଂ. ଶ୍ୱେତ) — ଚୂନପରି ଏକପ୍ରକାର ଧଳା ମାଟି, ଛୁହି; ଖାରି ମାଟି — White earth
  • ପ୍ରାଦେ (ସମ୍ବଲପୁର) ବି (ତୁଳ. ଏହି ଅର୍ଥରେ ହି. ଛୁହୀ; ସଂ. ଶ୍ୱେତ) — [ଦ୍ର—ଲୋକେ ଏହି ମାଟିରେ ଗୃହଆଦି ଲିପନ୍ତି; ଘର ଚୂନ ଲିପିଲା ପରି ଦିଶେ; ଛୁଇ ଦୁଇପ୍ରକାର, 1 । ଈଷତ୍ ମାଟିଆ; 2 । ଖୁବ୍ ଧଳା; ଇଟା ପଥରଆଦି ଗାନ୍ଥିନି କରିବାରେ ଚୂନ ଯେପରି ଅଠାଭଳି ଧରେ ଏ ମାଟି ସେପରି ଧରେ ନାହିଁ।] — [ଦ୍ର—ଲୋକେ ଏହି ମାଟିରେ ଗୃହଆଦି ଲିପନ୍ତି; ଘର ଚୂନ ଲିପିଲା ପରି ଦିଶେ; ଛୁଇ ଦୁଇପ୍ରକାର,1 ଈଷତ୍ ମାଟିଆ;2 ଖୁବ୍ ଧଳା; ଇଟା ପଥରଆଦି ଗାନ୍ଥିନି କରିବାରେ ଚୂନ ଯେପରି ଅଠାଭଳି ଧରେ ଏ ମାଟି ସେପରି ଧରେ ନାହିଁ]
  • (ବସ୍ତର) ବି — ଦୁଧଖଡ଼ି, ଚକ୍ଖଡ଼ି — Chalk