ଛିଡ଼ା Chhiṟḍ̠ā

  • ଦେ. (ଶୂଦ୍ରଭାଷା) ବି. (ସଂ. ଖଡ଼କ=ସ୍ତମ୍ଭ) — ଦଣ୍ଡାୟମାନ ହେବା — Standing upright; being erect
  • ଦେ. (ଶୂଦ୍ରଭାଷା) ବି. (ସଂ. ଖଡ଼କ=ସ୍ତମ୍ଭ) — ସିଧାଭାବରେ ଠିଆ ହେବା — Rising up perpendiculary
  • ଦେ. (ଶୂଦ୍ରଭାଷା) ବି. (ସଂ. ଖଡ଼କ=ସ୍ତମ୍ଭ) — ଦଣ୍ଡାୟମାନ ଅବସ୍ଥା — Stading position
  • ଦେ. (ଶୂଦ୍ରଭାଷା) ବି. (ସଂ. ଖଡ଼କ=ସ୍ତମ୍ଭ) — ଛିଡ଼ାରେ ଆଚମନ କଲିଟି କାହିଁକି। କୃଷ୍ଣସିଂହ, ମହାଭାରତ, ଆଦି।
  • ଦେ. (ଶୂଦ୍ରଭାଷା) ବି. (ସଂ. ଖଡ଼କ=ସ୍ତମ୍ଭ) — (ସଂ. ଛେଦନ) ଛିଣ୍ଡିବା; ଛିନ୍ନ ହେବା; ଛିଡ଼ିବା — Tearing; being torne
  • ଦେ. (ଶୂଦ୍ର ଭାଷା) ବିଣ — ଦଣ୍ଡାୟମାନ; ଠିଆ — Standing upright; erect
  • ଦେ. (ଶୂଦ୍ର ଭାଷା) ବିଣ — ରହିଲେ ଛିଡ଼ା ହୋଇ ନମସ୍କାର କରି। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. (ଶୂଦ୍ର ଭାଷା) ବିଣ — ଲମ୍ବଭାବରେ ତଳୁ ଉଠିଥିବା — Rising up perpendicularly
  • ଦେ. (ଶୂଦ୍ର ଭାଷା) ବିଣ — (ସଂ. ଛିନ୍ନ)—ଛିଣ୍ଡା; ଛିନ୍ନ — Torne into pieces
  • ଦେ. (ଶୂଦ୍ର ଭାଷା) ବିଣ — ତପସ୍ୟା ନ ଥିଲେ କୁଟୀରୁ ଛିଡ଼ା ବାସ ଛାଡ଼ି ନ ଯାଇ ପୂର୍ବେ ଜାଣ ନରଈଶ। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. (ଶୂଦ୍ର ଭାଷା) ବିଣ — ଭଗ୍ନ — Broken
  • ଦେ. (ଶୂଦ୍ର ଭାଷା) ବିଣ — ଅଶ୍ୱତ୍ଥାମା ପକାଇ ଛିଡ଼ା ଧନୁଖଣ୍ଡ ପୁଣି କରରେ ଧରି ମହତ କୋଦଣ୍ଡ। କୃଷ୍ଣସିଂହ, ମହାଭାରତ, ଭୀଷ୍ମ।