ଛିଲ୍କା Chhil-kā

  • ଦେ. ବି. (ସଂ. ଛଲ୍ଲି; ଛଲ୍ଲିକା) — ପତଳା ଚୋପା — Thin rind
  • ଦେ. ବି. (ସଂ. ଛଲ୍ଲି; ଛଲ୍ଲିକା) — ଛଞ୍ଛା ହେଇଥିବା ଅଂଶ — Scrapings
  • ଦେ. ବି. (ସଂ. ଛଲ୍ଲି; ଛଲ୍ଲିକା) — ଛେଲି; ବଳ୍କଳ — Brak of a tree
  • ଦେ. ବି. (ସଂ. ଛଲ୍ଲି; ଛଲ୍ଲିକା) — ଅତି କ୍ଷୁଦ୍ର ପତଳା ଅଂଶ — Small thin fragment
  • ଦେ. ବି. (ସଂ. ଛଲ୍ଲି; ଛଲ୍ଲିକା) — ଛେଲ; ବେତ ବାଉଁଶ ପତଳା ଚୋପା; ପତଳା ବତା; — Scantlings of bamboo or cane