ଛି ଛା Chhi chhā

  • ଦେ. ବି.—(ସଂ. ଧିକ୍କାର;) — ଧିକ୍କାର; ଘୃଣାବଚନ — Condemnation; crying shame; hurling defiance
  • ଦେ. ବିଣ. — ଧିକ୍କାରଯୁକ୍ତ (ବାକ୍ୟ) — Condemnatory
  • ଦେ. ବିଣ. — ଘୃଣା — Contemptible; abominable