ଛାତ୍ର Chhātra
- ସଂ. ବି. ପୁଂ. (ଛତ୍ର=ଆବରଣ ଅର୍ଥାତ ଗୁରୁଙ୍କ ଦୋଷାବରଣ +ଶୀଳାର୍ଥେ. ଅ; ଯେ ଗୁରୁଙ୍କ ଦୋଷାବରଣ କରେ) — ଶିକ୍ଷାର୍ଥୀ; ଶିଷ୍ୟ; ପଢ଼ୁଆ — Disciple; pupil; scholar; student
- ସଂ. ବି. ପୁଂ. (ଛତ୍ର=ଆବରଣ ଅର୍ଥାତ ଗୁରୁଙ୍କ ଦୋଷାବରଣ +ଶୀଳାର୍ଥେ. ଅ; ଯେ ଗୁରୁଙ୍କ ଦୋଷାବରଣ କରେ) — ମଧୁବିଶେଷ — A kind of honey
- ସଂ. ବି. ପୁଂ. (ଛତ୍ର=ଆବରଣ ଅର୍ଥାତ ଗୁରୁଙ୍କ ଦୋଷାବରଣ +ଶୀଳାର୍ଥେ. ଅ; ଯେ ଗୁରୁଙ୍କ ଦୋଷାବରଣ କରେ) — ମଦ୍ୟବିଶେଷ — A kind of wine