ଛାତି Chhāti
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — କଣ୍ଠଦେଶ ଓ ପେଟ ମଧ୍ୟସ୍ଥ ଶରୀରର ସାମନା ପାଖ; ବକ୍ଷଦେଶ; ବକ୍ଷସ୍ଥଳ — Breast; chest
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ଚମକିତ ନାହିଁ ମୋ ଛାତି। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଚ. ଗୀତ।
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ବୁକୁ; ହୃଦୟ — Bosom; heart
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ମନଃ; ଅନ୍ତଃକରଣ — Mind
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ସାହାସ — Courage
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ସ୍ତ୍ରୀଲୋକଙ୍କର ସ୍ତନ — Woman's breast
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ଝଳାଅ କୁଞ୍ଜରକୁମ୍ଭସ୍ଥଳକୃତି ଛାତିରେ। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ଧୌର୍ଯ୍ୟ — Patience; forbearance
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — କଷ୍ଟସହିଷ୍ଣୁତା — Endurance
- ଦେ. ବି. (ସଂ. ଛଦ ଧାତୁ) (ଛାଦିନ, ଛାଦୀ=ଆଚ୍ଛାଦନକାରୀ ଏହା ହୃଦୟକୁ ଆଚ୍ଛାଦନ କରେ) — ଏକ ଛାତି ପରିମିତ ଉଚ୍ଚତା ବା ଗଭୀରତା — Depth up to a man's breast; height upto a man's breast