ଛାତିଏ Chhātie

  • ଦେ. ବିଣ — ଛାତି ଯେତିକି ଉଚ୍ଚ ସେତିକି ଉଚ୍ଚତାଦ୍ୱାରା ପରିମିତ — Measured by the height of one's breast
  • ଦେ. ବିଣ — ଏକ ଛାତି ଗଭୀର — Breast-deep
  • ଦେ. ବିଣ — (ଯଥା—ଛାତିଏ ପାଣି।)
  • ଦେ. ବିଣ — ଏକଛାତି ଉଚ୍ଚ — Breast high
  • ଦେ. ବିଣ — (ଯଥା—ଛାତିଏ କାନ୍ଥ।)
  • ଦେ. ବି — ଛାତିପର୍ଯ୍ୟନ୍ତ ବୁଡ଼ିଯିବା ଭଳି ଗଭୀରତା — Depth upto one's breast
  • ଦେ. ବି — ଛାତିପରିମିତ ଉଚ୍ଚତା — Height equal to one's breast