ଛାଟଣି Chhāṭaṇi

  • ଦେ. ବି — ଛାଟ (ଦେଖ) — Chhāṭa (See)
  • ଦେ. ବି — 'ଐ' ଓ 'ଔ' ଅକ୍ଷରମାନଙ୍କ ମାତ୍ରାଜ୍ଞାପକ ଓ ବ୍ୟଞ୍ଚନ ବର୍ଣ୍ଣର ମୁଣ୍ତ ଉପରେ ଥିବା ଅଂଶ 'ୈ' 'ୌ' ଏହି ଚିହ୍ନ — The whiplike portion of the'ଐ'and'ଔ'
  • ଦେ. ବି — ଛାଟ 3 (ଦେଖ) — ଛାଟ(ଦେଖ). Chhāṭa (See)
  • ଦେ. ବି — ଅଶ୍ୱଙ୍କୁ ସାରଥି କଲେ ଗ୍ରହଣି ପ୍ରହାର। ରାଧାନାଥ।