ଛାଗ Chhāga

  • ସଂ. ବି. ପୁଂ—(ଛାଗ୍ ଧାତୁ; ଛେଦନ କରିବା+କର୍ମ. ଅ; ଯାହାକୁ ଖାଦ୍ୟ ବା ବଳି ପାଇଁ ଛେଦନ କରାଯାଏ) — ଅଜ; ଛେଳି — Goat; Capra
  • ସଂ. ବିଣ. (ଛେଳିଙ୍କର ଅଗମ୍ୟାଗମ୍ୟବିଚାରହୀନ ପ୍ରବୃତ୍ତିରୁ) ଅଗମ୍ୟାଗମନକାରୀ — Incestuous