ଛାଏଁ Chhāeñ

  • ଦେ. ଅ. (ସଂ. ସ୍ୱୟଂ ବା ସ୍ୱେଚ୍ଛୟା) — ନିଜେ — One's self
  • ଦେ. ଅ. (ସଂ. ସ୍ୱୟଂ ବା ସ୍ୱେଚ୍ଛୟା) — ସ୍ୱତଃ; ମନକୁ; ସ୍ୱେଚ୍ଛାକ୍ରମେ — Of one's own accord; voluntarily
  • ଦେ. ଅ. (ସଂ. ସ୍ୱୟଂ ବା ସ୍ୱେଚ୍ଛୟା) — ପ୍ରଜାଏ ଅନ୍ଯୋଅନ୍ଯେ ହୋଇ, ଆପଣା ଛାଏଁ ନାଶ ଯାଇ। ଜଗନ୍ନାଥ, ଭାଗବତ।
  • ଦେ. ଅ. (ସଂ. ସ୍ୱୟଂ ବା ସ୍ୱେଚ୍ଛୟା) — ଅନ୍ଯ କାହାର ସାହାଯ୍ୟ ବିନା — Without any other's help
  • ଦେ. ଅ. (ସଂ. ସ୍ୱୟଂ ବା ସ୍ୱେଚ୍ଛୟା) — କାର୍ଯ୍ୟତଃ; ଫଳତଃ — Spontaneously; automatically
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଛାୟା) — ଛାୟା; ଛାଇ — Shade; shadow