ଛବି Chhabi

  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ଆଲୋକରଶ୍ମି — A ray of light (M.W.)
  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ସୌନ୍ଦର୍ଯ୍ୟ; ଶୋଭା — Beauty; grace (M.W.)
  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ଦୀପ୍ତି — Splendour (M.W.)
  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ଚମଡ଼ା; ଦେହର ଚମ — Skin; cuticle (M.W.)
  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ଚମର ବର୍ଣ୍ଣ — Colour of the skin (M.W.)
  • ସଂ. ବି. (ଛୋ ଧାତୁ=ଛେଦନ କରିବା+କରଣ. ଇ; ଯାହା ଦ୍ୱାରା ଅନ୍ଧକାରକୁ ଛେଦନ କରାଯାଏ) — ରଙ୍ଗ; ବର୍ଣ୍ଣ — Colour (M.W.)
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ପ୍ରତିମୂର୍ତ୍ତି — Figure; image
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ଅଙ୍କିତ ଚିତ୍ର — Picture; drawn figure
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ପ୍ରତିକୃତି; ଫଟୋ; ପ୍ରତିରୂପ — Likeness; photo
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ଚେହେରା; ରୂପ — Mien; appearance
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ଛବିତ ଆବିଳ ଦିଶେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, ଛ ଗୀତ।
  • ବୈଦେ. ବି. (ଆ. ଶବୀହ୍; ତୁଳ. ଆ. ତସ୍ବୀର) — ପ୍ରତିବିମ୍ବ — Reflection