ଛପର Chhapara
- ଦେ. ବି. (ସଂ ଛଦ ଧାତୁ; ସଂ. ଚାପ) — ଘରର ଚାଳ — The thatch of a house; the roof of a thatch house
- ଦେ. ବି. (ସଂ ଛଦ ଧାତୁ; ସଂ. ଚାପ) — ତୃଣର ଆଚ୍ଛାଦନ — A covering of grass
- ଦେ. ବି. (ସଂ ଛଦ ଧାତୁ; ସଂ. ଚାପ) — ଛପର ହୋଇଥିବା ଘର — Thatched house
- ଦେ. ବି. (ସଂ ଛଦ ଧାତୁ; ସଂ. ଚାପ) — ଶଗଡ଼ ଉପରେ ଆଚ୍ଛାଦିତ ତାଟି — Thatch of a cart
- ଦେ. ବିଣ — ଛପର ହୋଇଥିବା — Thatched
- ଦେ. ବିଣ — (ଯଥା—ଛପରଘର; ଛପର ଗାଡ଼ି)