ଛପନ Chhapana

  • ଦେ. ବି (ସଂ. ଷଟ୍ପଞ୍ଚାଶତ୍—ପ୍ରା. ଛପ୍ପଣ) — ପଞ୍ଚାଶ ଅପେକ୍ଷା ଛଅ ଅଧିକ ସଂଖ୍ୟା — Fifty-six
  • ବିଣ — ପଞ୍ଚାଶ ଅପେକ୍ଷା ଛଅ ଅଧିକ — Numbering fifty-six