ଛନଛନ Chhana-chhana

  • ଦେ. ବିଣ. (ସଂ. ଚମତ୍କୃତ) — ଭୀତ — Frightened
  • ଦେ. ବିଣ. (ସଂ. ଚମତ୍କୃତ) — ଭୟରେ ଅସ୍ଥିର — Restless through fear, agitated
  • ଦେ. ବିଣ. (ସଂ. ଚମତ୍କୃତ) — ଶଲ୍ୟ କାଣ୍ଡରେ ପୀଡ଼ା ପାଇ ପାଣ୍ଡୁ ସୈନ୍ୟ ପଳାଇବାକୁ ମନ କରି ଛନଛନ—କୃଷ୍ଣସିଂହ, ମହାଭାରତ, ଶଲ୍ୟ।
  • ଦେ. ବିଣ. (ସଂ. ଚମତ୍କୃତ) — ଉଚ୍ଛନ୍ନ; ଅସ୍ଥିର — Restless
  • ଦେ. ବିଣ. (ସଂ. ଚମତ୍କୃତ) — ଛନଛନ ମନ ବାତୁଳ ବଚନ ନିରେଖି ଚାହେଁ ଦଶଦିଶ— ପ୍ରାଚୀ, ଶିଶୁଶଙ୍କର, ଉଷାଭିଳାଷ।
  • ଦେ. ବିଣ. (ସଂ. ଚମତ୍କୃତ) — ଏଣେ ତେଣେ ଅସ୍ଥିରଭାବରେ ଚାହିଁବା — Glancing restlessly; casting momentary glances
  • ଦେ. ବିଣ. (ସଂ. ଚମତ୍କୃତ) — ଛନଛନ ହୋଇ ଦୁଆର ଏଣିତେଣି—କୃଷ୍ଣସିଂହ, ମହାଭାରତ, ବନ।