ଛନକା Chhanakā
- ଦେ. ବି — ଛନକ (ଦେଖ) — Chhanaka (See)
- ଦେ. ବି — ଛନକାରେ ତ୍ରସ୍ତ ହେଲେ ଛନ୍ନମତି ସର୍ବ ପ୍ରାଣୀ ବି ଜଳେ, କି ସ୍ଥଳେ ବିହାୟସେ— ରାଧାନାଥ, ମହାଯାତ୍ରା। ଛନକା ପଶିଲା ଛାତିରେ, ଜାତି କୁଳ ଉପେକ୍ଷି— କଳାକଳେବର ଚଇତିଶା, ଛ—ଗୀତ।
- ଦେ. ବିଣ. ପୁଂ. (ସଂ. ଚମତ୍କୃତ) — ହଠାତ୍ ଭୟଗ୍ରସ୍ତ — Frightened; terrified
- ଦେ. ବିଣ. ପୁଂ. (ସଂ. ଚମତ୍କୃତ) — ଚେହେଙ୍କିବା — Shying