ଛଦନ Chhadana

  • ସଂ. ବି—(ଛଦ୍ ଧାତୁ+ଭାବ ଅନ) — ଆଚ୍ଛାଦନ — Covering
  • ସଂ. ବି—(ଛଦ୍ ଧାତୁ+ଭାବ ଅନ) — (+କରଣ ଅନ)—ପତ୍ର — Leaf
  • ସଂ. ବି—(ଛଦ୍ ଧାତୁ+ଭାବ ଅନ) — ଛଦନ ଯୁଗଳେ ସଦନ କରି ଅଛଇ ସତ। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ସଂ. ବି—(ଛଦ୍ ଧାତୁ+ଭାବ ଅନ) — ତେଜପତ୍ର — The Cassia Cinnamon (fragrant leaves)
  • ସଂ. ବି—(ଛଦ୍ ଧାତୁ+ଭାବ ଅନ) — ପକ୍ଷ — Wing