ଛତା Chhatā
- ଦେ. ବି. (ସଂ. ଛତ୍ର; ପ୍ରା. ଛତ୍ତ) — ତାଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ଡ ବା ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର — Umbrella
- ଦେ. ବି. (ସଂ. ଛତ୍ର; ପ୍ରା. ଛତ୍ତ) — ଛତ୍ରାକାର ଆବରଣ — Parachutte
- ଦେ. ବି. (ସଂ. ଛତ୍ର; ପ୍ରା. ଛତ୍ତ) — ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା — A big cloth-umbrella installed on a central rod over the seat of a wandering ancharite
- ଦେ. ବି. (ସଂ. ଛତ୍ର; ପ୍ରା. ଛତ୍ତ) — ଘୁଷୁରିଆ ଓ ମଇଁଷିଆଳମାନେ ଘୁଷୁରି ଓ ମଇଁଷିଙ୍କ ସଙ୍ଗରେ ରହିବା ବେଳେ ଆଶ୍ରୟ ନେବା ନିମନ୍ତେ ପୋତିବା ତାଳପତ୍ରର ଛତା — An umberella with a palm-leaf covering installed on a central rod to give shelter to buffaloherds or swineherds while accompanying their herds
- ଦେ. ବି. (ସଂ. ଛତ୍ର; ପ୍ରା. ଛତ୍ତ) — ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ଛତି; ରାଜଛତ୍ର — An insignia of royality, represented by an umbrella held over the head of a Raja or a Deity
- ଦେ. ବିଣ — ଛତା ପରି ବିସ୍ତୃତ; ଝାମ୍ପୁଲା; ମୂଳ ସରୁ ଓ ଅଗ ମେଲି ଯାଇଥିବା (ଗଛ) — Spreading like an umbrella (said of trees)