ଛତର Chhatara

  • ଦେ. ବି. (ସଂ. ସତ୍ର) — ଅନ୍ନସତ୍ର; ଯେଉଁଠାରେ ରନ୍ଧା ଭାତ ପ୍ରଭୃତି ଖାଦ୍ୟ କଙ୍ଗାଳମାନଙ୍କୁ ବଣ୍ଟାଯାଏ; ସଦାବ୍ରତ — A place where boiled rice is freely distributed to beggars (without distinction); a public kitchen
  • ଦେ. ବି. (ସଂ. ସତ୍ର) — ଜଳସତ୍ର — A place where water is distributed free to thirsty travellers
  • ଗ୍ରା. (ପଦ୍ଯ) ବି. (ସଂ. ଛତ୍ର) — ଛତା — Umbrella
  • ଗ୍ରା. (ପଦ୍ଯ) ବି. (ସଂ. ଛତ୍ର) — ଛ ଅକ୍ଷର ହୋଇଛି ଛତର ଯେ ସତି। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।