ଛଣ Chhaṇa
- ଦେ. ବି. (ସଂ. ଖଡ଼; ଖେଟ — ଧାନଗଛର ଶୁଷ୍କ କାଣ୍ଡ; ନଡ଼ା — Straw (of paddy plants)
- ଦେ. ବି. (ସଂ. ଖଡ଼; ଖେଟ — [ଦ୍ର—ପୁରୀଜିଲ୍ଲାର ତଳମାଳ ଅଞ୍ଚଳରେ ଧାନଗଛକୁ ବାଡ଼େଇ ତହିଁରୁ ଧାନ କାଢ଼ି ନେବା ପରେ ଗଛର ଯେଉଁ ଅଂଶ ରହେ ତାହାକୁ 'ଛଣ' କହନ୍ତି। ଏହା ନଡ଼ାଠାରୁ ଲମ୍ବ। ଧାନଗଛର ଅଗ କଟା ହୋଇ କେଣ୍ଡାମାନଙ୍କୁ ପୃଥକ୍ କଲା ପରେ ଯେଉଁ ଅଂଶ ରହେ ତାହାକୁ 'ନଡ଼ା' କହନ୍ତି। ସାଧାରଣତଃ ନଡ଼ା ଓ ଛଣ ଏକ ଅର୍ଥରେ ବ୍ଯବହୃତ ହୋଇଥାଏ। ବେଙ୍ଗଳା ପଡ଼ି ଅଳିଆ ତଳିଆ ହୋଇଯିବା ଛଣକୁ ପାଳ ବା କୁଟା କୁହାଯାଏ।]
- ଦେ. ବି. (ସଂ. ଖଡ଼; ଖେଟ — ବେଣା — Thatching reed
- ଦେ. ବି. (ସଂ. ଖଡ଼; ଖେଟ — (ସଂ. ଶଣ)—ଛଣପଟ; ଏକପ୍ରକାର ଝୋଟ — Flax (a fibrous plant.)