ଛଣ୍ଡା Chhaṇḍā

  • ପ୍ରାଦେ. (ସିଂହଭୂମ) ବି. ପୁଂ. (ତୁଳ, ବଂ. ଛୁଁଡ଼ା=ଟୋକା) — ଟୋକା — Chap
  • ପ୍ରାଦେ. (ସିଂହଭୂମ) ବି. ପୁଂ. (ତୁଳ, ବଂ. ଛୁଁଡ଼ା=ଟୋକା) — ଦାସ; ଚାକର — Servant