ଛଟାଫଳ Chhaṭāphaḻa

  • ସଂ. ବି. (ଛଟା=ସରଳରେଖା+ଫଳ) — ଗୁବାକ; ଗୁଆ — Betel-nut; areca-nut
  • ସଂ. ବି. (ଛଟା=ସରଳରେଖା+ଫଳ) — ତାଳଗଛ (ହି. ଶବ୍ଦସାଗର) — Palm tree