ଛଉ Chhau
- ଦେ. ବି. (ସଂ. ଶ୍ୱିତ୍ର) — ଦେହର ରୋଗ ବିଶେଷ; ଦେହର ସ୍ଥାନେ ସ୍ଥାନେ ଯେଉଁ ଧଳା ଧଳା (ଓ ସମୟେ ସମୟେ କଳା ଓ ନାଲି) ଦାଗ ଚମ ଉପରେ ମାଡ଼ିଯାଏ; ଶ୍ୱିତ୍ରରୋଗ; ଧବଳ ବା ଶ୍ୱେତକୁଷ୍ଠ ରୋଗ — A disease in which the skin becomes discoloured in patches of white or black; leucosis; albinism;
- ଦେ. ବି. (ସଂ. ଶ୍ୱିତ୍ର) — [ଦ୍ର—ଛଉ ତିନିପ୍ରକାର ଯଥା— 1 । କୁଷ୍ଠ ରୋଗର ପୂର୍ବ ଲକ୍ଷଣ—ଦେହରେ କଳା, ନାଲି ଓ ଧଳା ମନ୍ଦା ମନ୍ଦା ଦାଗ। 2 । ଧବଳ କୁଷ୍ଠ—ଦେହତମାମ୍ ନାଲମିଶା ଧଳା ଦାଗ; 3 । ବୟସଛଉ ଯୁବକ ଯୁବତୀଙ୍କର ଚର୍ମରେ ସ୍ଥାନେ ସ୍ଥାନେ ମାଡ଼ିଯିବା ମନ୍ଦାମନ୍ଦା ଦାଗ।] — [ଦ୍ର—ଛଉ ତିନିପ୍ରକାର ଯଥା—1 କୁଷ୍ଠ ରୋଗର ପୂର୍ବ ଲକ୍ଷଣ—ଦେହରେ କଳା, ନାଲି ଓ ଧଳା ମନ୍ଦା ମନ୍ଦା ଦାଗ2 ଧବଳ କୁଷ୍ଠ—ଦେହତମାମ୍ ନାଲମିଶା ଧଳା ଦାଗ;3 ବୟସଛଉ ଯୁବକ ଯୁବତୀଙ୍କର ଚର୍ମରେ ସ୍ଥାନେ ସ୍ଥାନେ ମାଡ଼ିଯିବା ମନ୍ଦାମନ୍ଦା ଦାଗ]
- ଦେ. ବି. (ସଂ. ଶ୍ୱିତ୍ର) — କଳା ବା ନାଲି ବର୍ଣ୍ଣ ବିଶିଷ୍ଟ ପଶୁ ଆଦିଙ୍କ ଶରୀରରେ ସ୍ଥାନେ— ସ୍ଥାନେ ଧଳା ରୋମର ମନ୍ଦା — Patches of white hair on the body of animals of red or black colour
- ଦେ. ବି. (ସଂ. ଶ୍ୱିତ୍ର) — ଛଉନାଟ; ଗଡ଼ଜାତର ଜଙ୍ଗଲି ଜାତିମାନଙ୍କ ମଧ୍ୟରେ ପ୍ରଚଳିତ ଏକପ୍ରକାର ନାଟ—(ଏଥିରେ ସ୍ତ୍ରୀ ଓ ପୁରୁଷ ମାନେ ଦଳ ବଦ୍ଧ ହୋଇ ବାଦ୍ୟର ତାଳ ସହ ନାଚନ୍ତି) — A kind of dance prevalent among the wild tribes of the Orissa Agency tracts
- ଦେ. ବି. (ସଂ. ଶ୍ୱିତ୍ର) — (ସଂ. ଶଳ୍କ) ଛେଲି — Bark
- ଦେ. ବି. (ସଂ. ଶ୍ୱିତ୍ର) — (ସଂ. ଛବି) ଗର୍ବ — Arrogance; pride; vainglory
- ଦେ. ବି. (ସଂ. ଶ୍ୱିତ୍ର) — ଚତୁରତା — Skill; dexterity
- ଦେ. ବି. (ସଂ. ଶ୍ୱିତ୍ର) — ଶିକାର ଝାମ୍ପିବାପାଇଁ ଜଗି ରହିବା — Lying in wait; crouching; being prepared to pounce upon a prey
- ଦେ. ବି. (ସଂ. ଶ୍ୱିତ୍ର) — ଶିକାର ବା ଖାଦ୍ୟ ବସ୍ତୁକୁ ଝାମ୍ପିବା; ଛପଟିଆ — Pouncing on prey