ଛଇଳା Chhaiḻā
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — ବିଳାସଭଙ୍ଗୀଯୁକ୍ତ; ଯେ ଛଟକ ଦେଖାଏ — Foppish; frolicsome
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — ରସିକ; ନାଗର — Gallant; coquettish
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — ଛଇଳା! ମୋରେ ଛାଉଲି ଛାଡ଼—କବିସୂର୍ଯ୍ୟ, ରତ୍ନାକରଚମ୍ପୂ, ଛ ଗୀତ।
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — (ସଂ. ଛଳ) ଚତୁର — Clever
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — ସୁନ୍ଦର — Charming; handsome; attractive
- ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ଛବି) — ସୁନ୍ଦର ସାଜସଜ୍ଜାପ୍ରିୟ — Fond of finery; foppish
- ବି. ସ୍ତ୍ରୀ — ରସିକ; ନାଗରୀ — A flirt; a coquette
- ବି. ସ୍ତ୍ରୀ — ଠଉରିବି ନାହିଁ ବୋଲି ଠଉରି ବିରାଗ ପାଇଣ ମଦନ ପଳାଏ ରତେ ଛଇଳୀ। କବିସୂର୍ଯ୍ୟ, ଢମ୍ପା ଗୀତ।