ଛଆଳ Chha-āḻa
- ଦେ. ବିଣ. (ସଂ. ଷଷ୍ଠ) — ଷଷ୍ଠ — Sixth
- ଦେ. ବିଣ. (ସଂ. ଷଷ୍ଠ) — ପାଞ୍ଚୋଟା ପତି ଥିବାଠାରେ ମୋର ଦିନ ନ ସରିଲା କେଡ଼େ ମୋ କର୍ମ ହୀନମାନ ଛଆଳ ପତି ଯେ କୀଚକ ହୋଇ କରି ବାହାରିଛି ଆଉ କରିବି କି ଗୁହାରି। କୃଷ୍ଣସିଂହ, ମହାଭାରତ, ବିରାଟ।
- ଦେ. ବିଣ. (ସଂ. ଷଷ୍ଠ) — (ଆପଣା ରାଜ୍ୟରୁ ପାଞ୍ଚଟି ରାଜ୍ୟ ବ୍ଯବଧାନ ଥିବା)— ବହୁଦୂରସ୍ଥ (ରାଜ୍ୟ) — Very distant kingdom)