ଛଅଚିତି Chhaa-chiti

  • ଦେ. ବି. — କଉଡ଼ି ଖେଳରେ ଛଅଟିଯାକ କଉଡ଼ି ଚିତ୍ ହେଇ ପଡ଼ିବା ଅବସ୍ଥା — The state of six kauṟḍ̠is falling with the ventral side up wards in a game of kauṟḍ̠i