ଚୟନ Chayana

  • ସଂ. ବି. (ଚି ଧାତୁ=ଏକତ୍ର କରିବା+ ଭାବ. ଅନ) — ସଂଗ୍ରହ — Gathering; collecting
  • ସଂ. ବି. (ଚି ଧାତୁ=ଏକତ୍ର କରିବା+ ଭାବ. ଅନ) — ସଂକଳନ — Compiling; compilation
  • ସଂ. ବି. (ଚି ଧାତୁ=ଏକତ୍ର କରିବା+ ଭାବ. ଅନ) — ଫୁଲତୋଳା — Picking up; of plucking of flowers
  • ସଂ. ବି. (ଚି ଧାତୁ=ଏକତ୍ର କରିବା+ ଭାବ. ଅନ) — ନିର୍ବାଚନ — Selection
  • ସଂ. ବି. (ଚି ଧାତୁ=ଏକତ୍ର କରିବା+ ଭାବ. ଅନ) — ଇଷ୍ଟକାଦିଦ୍ୱାରା ନିର୍ମାଣ; ଗ୍ରଥନ — Setting of bricks