ଚଢ଼ାଉ Chaṟḍ̠ẖāu

  • ଦେ. ବି. (ସଂ. ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ) — ଆକ୍ରମଣ — Attack; onset
  • ଦେ. ବି. (ସଂ. ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ) — ଏକ ଏକ ହୋଇ ରାଜପୁତ୍ରଗଣ ସଦଳେ କଲେ ଚଢ଼ାଉ— ରାଧାନାଥ, ପାର୍ବତୀ।
  • ଦେ. ବି. (ସଂ. ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ) — ବହୁସଂଖ୍ୟାରେ ଏକ ସ୍ଥାନରେ ପ୍ରବେଶ — Arriving at or entering a place with a large number of people
  • ଦେ. ବି. (ସଂ. ଉଚ୍ଚଳନ; ପ୍ରା. ଉଚ୍ଚଢ଼ଣ) — ସୈନିକଙ୍କଦ୍ୱାରା ରାଜ୍ୟାଦି ଆକ୍ରମଣ — Invasion of a kingdom by an army
  • ପ୍ରାଦେ. (ପୁରୀ) ବି — ଜଗନ୍ନାଥଙ୍କ କର୍ମଚାରିବିଶେଷ; ତଡ଼ଉ — A class of record keepers of the Purī temple
  • ପ୍ରାଦେ. (ପୁରୀ) ବି — [ଦ୍ର—ମାଦଳାପାଞ୍ଜି ଏମାନଙ୍କ ଘରେ ଥାଏ। ଏମାନେ ରାଜ— ବଂଶର ଇତିହାସ ଲେଖନ୍ତି—ଜଗବନ୍ଧୁ, ପ୍ରାଚୀନ ଉତ୍କଳ।]