ଚଡ଼କା Chaṟḍ̠akā

  • ଦେ. ବି. — (ସଂ. ଚର୍ଚ୍ଚରୀ)— ବାଦ୍ୟବିଶେଷ; ଚର୍ଚ୍ଚରୀବାଦ୍ୟ; ଓଡ଼ିଶାର ତାସା ବାଜା — A kind of shallow drum making a crackling sound
  • ଦେ. ବି. — (ସଂ. ଚୀର୍ଣ୍ଣ) କାଠ ବା ଧାତୁ ବା କାଚରେ ଖୁବ ସରୁ ଫଟା ଦାଗ — Crack in a wood or glass or metalware