ଚୋଳୀ Choḻi

  • ସଂ. ବି. (ଚୋଳ+ଈ) — ସ୍ତ୍ରୀମାନଙ୍କର ଏକ ପ୍ରକାର କାଞ୍ଚଲା (ଏହାର ପେଟ ପାଖେ ଥିବା କୋଣ ଦୁହିଁଙ୍କୁ ଟାଣି ଗଣ୍ଠି ପକାଇବାକୁ ହୁଏ) — Bodice
  • ସଂ. ବି. (ଚୋଳ+ଈ) — ଚୋଲା (ଦେଖ) — Cholā (See)
  • ସଂ. ବି. (ଚୋଳ+ଈ) — ପାନ ଆଦି ରଖିବାର ଡାଲା (ହି. ଶବ୍ଦସାଗର) — A wicker work tray for keeping betel-leaves etc