ଚୋରି Chori
- ଦେ. ବି. (ସଂ. ଚୁର ଧାତୁ) — ଅପହରଣ — Theft
- ଦେ. ବି. (ସଂ. ଚୁର ଧାତୁ) — [ଦ୍ର—ଦ୍ରବ୍ୟ—ସ୍ୱାମୀର ବିନା ଅନୁମତିରେ ଅନ୍ଯାନ୍ୟ ଲାଭ ଆଶାରେ ତାଙ୍କ ଧନ ହରଣକୁ ଚୋରି ବୋଲା ଯାଏ।]
- ଦେ. ବି. (ସଂ. ଚୁର ଧାତୁ) — ଚୌର୍ଯ୍ୟ ବୃତ୍ତି; ତସ୍କରତା — Habit or act of stealing
- ଦେ. ବି. (ସଂ. ଚୁର ଧାତୁ) — ଗୁପ୍ତକର୍ମ — Secret act
- ଦେ. ବି. (ସଂ. ଚୁର ଧାତୁ) — ଅଷ୍ଟଦୁର୍ଗ ହରି ହୟ ବୋଲେ ଚୋରି ଧରା ପଡ଼ି ଗଲା ପରି। କବିସୂର୍ଯ୍ୟ, ସଙ୍ଗୀତ।
- ଦେ. ବି. (ସଂ. ଚୁର ଧାତୁ) — ଚୋରାଧନ; ଚୋରା ମାଲ — Stolen article
- ଦେ. ବି. (ସଂ. ଚୁର ଧାତୁ) — ବିବେକ ଏହି ଚୋରି ପ୍ରମାଣ, ବନେ ପଶେ ଘେନି ଜଟା ଧାରଣ। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବିଣ. (ଅନ୍ଯ ଶବ୍ଦ ପୂର୍ବେ ବ୍ଯବହୃତ, ଯଥା—ଚୋରି କବାଟ; ଚୋରି ମାଲ ଇତ୍ୟାଦି) — ଅପହୃତ — Stolen
- ଦେ. ବିଣ. (ଅନ୍ଯ ଶବ୍ଦ ପୂର୍ବେ ବ୍ଯବହୃତ, ଯଥା—ଚୋରି କବାଟ; ଚୋରି ମାଲ ଇତ୍ୟାଦି) — ଗୁପ୍ତ — Secret; hidden