ଚୋବା Chobā

  • ଦେ. ବି. (ସଂ. ଚର୍ବଣ) — ଦନ୍ତଦ୍ୱାରା ପେଷଣ — Chewing
  • ଦେ. ବି. (ସଂ. ଚର୍ବଣ) — ଭୋଜନବେଳେ ଖାଦ୍ୟଦ୍ରବ୍ୟକୁ ଦନ୍ତଦ୍ୱାରା ଉତ୍ତମରୂପେ ରଗଡ଼ିବା — Mastication
  • ଦେ. ବି. (ସଂ. ଚର୍ବଣ) — ଚୋବଣା (ଦେଖ) — Chobaṇā (See)