ଚୋପା Chopā

  • ଦେ. ବି. (ସଂ. ଚୁପ ଧାତୁଜାତ ଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ) — ବୃକ୍ଷର ଛେଲି ବା ବଳ୍କଳ — Bark of trees
  • ଦେ. ବି. (ସଂ. ଚୁପ ଧାତୁଜାତ ଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ) — ଫଳର ଉପରିସ୍ଥ ଆବରଣ — The rind of a fruit
  • ଦେ. ବି. (ସଂ. ଚୁପ ଧାତୁଜାତ ଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ) — ଶସ୍ୟାଦିର ତୁଷ — The husks of grain
  • ଦେ. ବି. (ସଂ. ଚୁପ ଧାତୁଜାତ ଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ) — ଛାଲ; ବାହାରର ଚମଡ଼ା — Outer skin
  • ଦେ. ବି. (ସଂ. ଚୁପ ଧାତୁଜାତ ଚୋପନ=ଗୋପନ; ଯାହା ମଧ୍ୟସ୍ଥ ବସ୍ତୁକୁ ଗୋପନ କରେ) — ଘାଆର ବକଳା — The slough of a wound or sore
  • ଦେ. ବିଣ — ସାରହୀନ; ବଳ୍କଳମାତ୍ରାବିଶିଷ୍ଟ — Hollowed; emptied of the inner substance