ଚୋଠା Choṭhā
- ଦେ. ବି (ସଂ. ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ଯବହୁତ ହୁଏ) — ଚୋର — Thief
- ଦେ. ବି (ସଂ. ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ଯବହୁତ ହୁଏ) — ଖେଚେଡ଼ା — Wicked
- ଦେ. ବି (ସଂ. ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ଯବହୁତ ହୁଏ) — ପାଜୀ; ନୀଚପ୍ରକୃତିକ — Mean-minded
- ଦେ. ବି (ସଂ. ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ଯବହୁତ ହୁଏ) — କୃପଣ — Miserly
- ଦେ. ବି (ସଂ. ଚୌର; ହିନ୍ଦିରେ ଚୋଟ୍ଠାର ଅର୍ଥ ଚୋର ଓ ଚୋଟ୍ଠୀକା, ଚୋଟ୍ଠୀବାଲା ଶବ୍ଦଦ୍ୱୟ ପୁରୁଷଙ୍କୁ ଗାଳିରେ ବ୍ଯବହୁତ ହୁଏ) — ଦିମାକିଆ; ଯେଉଁ ଭୃତ୍ୟ ପ୍ରଭୁଙ୍କୁ ମାନେ ନାହିଁ — Insubordinate (servant)