ଚୈ Cha̲i̱

  • ଦେ. ବି — ଚଇ (ଦେଖ) — Chai (See)
  • ଦେ. ବି — [ଦ୍ର—ଦେଶଜ ଓ ବୈଦେଶିକ ଓ ସଂସ୍କୃତ ପଦମାନ ଯହିଁର ଆଦ୍ୟ ଅକ୍ଷର 'ଚୈ' ଅଟେ ତାହା, ଗ୍ରାମ୍ୟ, ଅଶିକ୍ଷିତ ଓ ଘରୋଇ ଭାଷାରେ 'ଚଇ' ଯୁକ୍ତ ହୁଏ। ଚୈ ଆଦ୍ୟରେ ଥିବା କୌଣସି ଶବ୍ଦ 'ଚୈ' ତଳେ ନ ପାଇଲେ 'ଚଇ' ତଳେ ଦେଖିବାକୁ ହେବ।]