ଚେପା Chepā
- ଦେ. ବିଣ. — ଚେପ୍ଟା (ଦେଖ) — Chep-ṭā (See)
- ଦେ. ବିଣ. — ଯେଉଁ ପାତ୍ରାଦିର ଉପର ପାଖ ଭିତରକୁ ପଶିଯାଇ ଥାଏ — Pressed inside (e.g. a pot)
- ପ୍ରାଦେ. (କଳାହାଣ୍ଡି) ବି. — ବାହୁଙ୍ଗିର ପେଟରେ ବନ୍ଧାଯିବା ପତଳା କାଠ ବା ବାଉଁଶ — A thin strip of wood or bamboo put in the inside of a bāhuṅgi
- ଗ୍ରା. ବି. — ପେଚା — Owl