ଚେନ୍ Chen

  • ବୈଦେ. ବି (ଇଂ. ଚେନ୍) — ଜଞ୍ଜିର; ଶିକୁଳି — Chain
  • ବୈଦେ. ବି (ଇଂ. ଚେନ୍) — କୁର୍ତ୍ତାରେ ପକେଟ-ଘଡ଼ି ଝୁଲାଇବା ଶିକୁଳି — Watch-chain
  • ବୈଦେ. ବି (ଇଂ. ଚେନ୍) — ନବ୍ୟ ଘଡ଼ି ଚେନ୍ ପ୍ରାଚୀନ କୁଣ୍ଡଳ—ରାଧାନାଥ, ଦରବାର।
  • ବୈଦେ. ବି (ଇଂ. ଚେନ୍) — ଭୂମି ମାପିବା ଶିକୁଳି; ଜରିବ — Gunter's chain; a chain to measure land
  • ବୈଦେ. ବି (ଇଂ. ଚେନ୍) — [ଦ୍ର— 1 ଚେନ୍= 100 ଲିଙ୍କ୍= 66 ଫୁଟ। ଦୀର୍ଘରେ 10 ଚେନ୍ ଓ ପ୍ରତିରେ 10 ଚେନ୍ ହେଲେ ଜମିର ବର୍ଗଫଳ ଏକ ଏକର ବା 24 ଦସ୍ତୀରେ 1 ମାଣ ହୁଏ। ଦୀର୍ଘ 1 ଚେନ ପ୍ରତି 1 ଚେନ୍= 10 ଡେସିମଲ୍ ବା 2 ୳ ଗୁଣ୍ଠ। ପ୍ରତି ଚେନରେ 100 ଟି କାଠି (ଲିଙ୍କ୍) ମୁଦିଆ ଦ୍ୱାରା ପରସ୍ପର ସହିତ ଯୁକ୍ତ ହୋଇଥାଏ।] — [ଦ୍ର—1ଚେନ୍=100ଲିଙ୍କ୍=66ଫୁଟ ଦୀର୍ଘରେ10ଚେନ୍ ଓ ପ୍ରତିରେ10ଚେନ୍ ହେଲେ ଜମିର ବର୍ଗଫଳ ଏକ ଏକର ବା24ଦସ୍ତୀରେ1ମାଣ ହୁଏ ଦୀର୍ଘ1ଚେନ ପ୍ରତି1ଚେନ୍=10ଡେସିମଲ୍ ବା2୳ ଗୁଣ୍ଠ ପ୍ରତି ଚେନରେ100ଟି କାଠି (ଲିଙ୍କ୍) ମୁଦିଆ ଦ୍ୱାରା ପରସ୍ପର ସହିତ ଯୁକ୍ତ ହୋଇଥାଏ]