ଚେତନ Chetana
- ସଂ. ବି. (ଚିତ୍ ଧାତୁ+କର୍ତ୍ତୃ. ଅନ) — ଆତ୍ମା — Soul
- ସଂ. ବି. (ଚିତ୍ ଧାତୁ+କର୍ତ୍ତୃ. ଅନ) — ଜୀବ; ପ୍ରାଣୀ — Animal
- ସଂ. ବି. (ଚିତ୍ ଧାତୁ+କର୍ତ୍ତୃ. ଅନ) — ଚିତ୍ତ — Heart; mind
- ସଂ. ବି. (ଚିତ୍ ଧାତୁ+କର୍ତ୍ତୃ. ଅନ) — (+ଭାବ. ଅନ) ଚେତନା; ଜ୍ଞାନ — Consciousness; perception
- ସଂ. ବି. (ଚିତ୍ ଧାତୁ+କର୍ତ୍ତୃ. ଅନ) — କ୍ଷଣକେ ହୋଇ ହତଜ୍ଞାନ, କ୍ଷଣକେ ଲଭଇ ଚେତନ। ଜଗନ୍ନାଥ, ଭାଗବତ।
- ବିଣ. — ଚେତନାଶାଳୀ; ସଜୀବ — Animate; sentient; intelligent
- ବିଣ. — ଜାଗ୍ରତ; ହୁସିଆର; ସାବଧାନ — Wakeful; on one's guard
- ଦେ. ବି — ଜୀବନ — Life
- ଦେ. ବି — ବ୍ୟାଧ କ୍ରବ୍ୟାଦି ଜୀବନ ହରଣେ କେହି ଚେତନ ରହିଛି ଏହି ବିଚିତ୍ର ହେଲା ସେ। ଭଞ୍ଜ, ବୈଦେହୀଶବିଳାସ।